ଫେନିଳ

ଉଇକିଅଭିଧାନ‌ରୁ

ବିଶେଷଣ [୧][ସମ୍ପାଦନା]

  • ସଂସ୍କୃତ,ଫେନ୍+ ଯୁକ୍ତାର୍ଥେ.ଇଳ
  • ଫେନଳ- ଅନ୍ୟରୂପ
    • ଫେନ(ଣ)ଯୁକ୍ତ ( Frothy; scummy )
    • ଅରିଷ୍ଟବୃକ୍ଷ ଓ ଫଳ; ରିଠାଫଳ ( soap berry; soup nut; saponarious )
    • ବରକୋଳି ( Jujuba zyzyphus )
    • ମଦନ ଫଳ; ମହଣ ଫଳ ( the fruit of vangveria spinosa )

ଆଧାର[ସମ୍ପାଦନା]

  1. ପୂର୍ଣ୍ଣଚନ୍ଦ୍ରଭାଷାକୋଷ, ପୃଷ୍ଠା- ୫୬୫୭

ଫେନିଳ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଫେନଳ—ଅନ୍ୟରୂପ)

ସଂସ୍କୃତ - ବିଣ—(ଫେନ+ଯୁକ୍ତାର୍ଥେ. ଇଳ)[ସମ୍ପାଦନା]

ଫେନଯୁକ୍ତ — Frothy; scummy.

ବିଶେଷ୍ୟ -[ସମ୍ପାଦନା]

୧. ଅରିଷ୍ଟ ବୃକ୍ଷ ଓ ଫଳ; ରିଠାଫଳ —୧. The soap- berry; soap-nut; Sapindus Saponarius.
୨. ବରକୋଳି —୨. Jujuba Zyzyphus.
୩. ମଦନ ଫଳ; ମହଣ ଫଳ — ୩. The fruit of Vangueria Spinosa.