ବଉଳୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ବିଶେଷଣ (ଦେଶଜ)[ସମ୍ପାଦନା]

  • ପଲଙ୍କ ଓ ଚଉକି ଆଦିର ବାଡ଼ରେ ବସା ଯାଇଥିବା କୁନ୍ଦ ହୋଇଥିବା ଲମ୍ବ କାଠି
  • ନଖମୂଳ ଓ ଚମ ମଧ୍ୟରେ ଥିବା ସରୁଆ ଧଡି ଚମ
  • ବାଉଳି ଫାସିଆ
  • ଦ଼ଙ୍ଗାର ବାହାରକୁ ବାହାରିଥିବା ଆଗ ମଙ୍ଗର ମୁନିଆଁ ମୁହଁବଉଳୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଦେଶଜ - ବିଶେଷଣ -[ସମ୍ପାଦନା]

ବଉଳା (ଦେଖ) - Bauḻā (See)

ଅନୁବାଦ[ସମ୍ପାଦନା]

ବିଶେଷ୍ୟ -[ସମ୍ପାଦନା]

୧. ପଲଙ୍କ ଓ ଚଉକି ଆଦିର ବାଡ଼ରେ ବସା ଯାଇଥିବା କୁନ୍ଦ ହୋଇଥିବା ଲମ୍ୱ କାଠି —୧. Slender and chairs and bedsteads.
୨. ନଖମୂଳ ଓ ଚମ ମଧ୍ୟରେ ତିବା ସରୁଆ ଧଡ଼ି ଚମ — ୨. Thin stiff narrow of skin at the root of finger nails.


୩. ବାଉଳି ଫାସିଆ —୩. A kind of earning for the upper part of the ear.
୪. (ଜାହାଜିଆ ଭାଷା) ଡଙ୍ଗାର ବାହାରକୁ ବାହାରିଥିବା ଆଗ ମଙ୍ଗର ମୁନିଆଁ ମୁହଁ —୪. The pointed end of the prow of a boat.