ବକ୍ରନକ୍ର

ଉଇକିଅଭିଧାନ‌ରୁ

ବକ୍ରନକ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ବକ୍ରନକ୍ରା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -[ସମ୍ପାଦନା]

ପିଶୁନ; ଚୁଗୁଲିଆ (ହିନ୍ଦୀ - ଶ.) — Backbiting.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ଚୁଗୁଲିଖୋର୍ ଲୋକ (ହ. ଶ.) — ୧. A back biter.
୨. ଶୁକପକ୍ଷୀ (ହିନ୍ଦୀ - ଶ.) —୨. Parrot.