ବଞ୍ଚେଇବା
ବ(ଞ୍ଚେ)ଇବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - କ୍ରି—(ସଂସ୍କୃତ - ବଞ୍ଚ୍ ଧାତୁ=ଗମନ କରିବା)[ସମ୍ପାଦନା]
(ବଞ୍ଚିବା କ୍ରିୟାର ଣିଜନ୍ତ ରୂପ — The causative form of 'Ban̄chibā)
ଅନୁବାଦ[ସମ୍ପାଦନା]
- ୧. ଆପଣାର ବା ଅନ୍ୟବ୍ୟକ୍ତିର ଜୀବନ ରକ୍ଷା କରିବା — ୧. To save or preserve or spare the life of another or of one's self.
- ୨. ଜୀଆଁଇବା; ପୋଷିବା; ପାଳିବା — ୨. To sustain; to rear up; to maintain.
- ୩. ବିପଦରୁ ଉଦ୍ଧାର ବା ରକ୍ଷା କରିବା — ୩. To save from impending danger.
ଚୋରି ନାହିଁ, ଥିଲେ ହେଁ ବଞ୍ଚାଅ କବିସୂର୍ଯ୍ୟ. କିଶୋରିଚମ୍ପୂ ଚ. ଗୀତ
- ୫. ସହିବା; ସମ୍ଭାଳି ନେବା —୫. To bear.
- ୬. ଛଳାଇବା —୬. To speak with hints.
ସମ୍ଭାଳି ନ ପାରି ମନ ଉଦ୍ଧତ ହୋଇ ପଚାରିଲେ ବଞ୍ଚାଇ ମନରେ ଭାଜପାଇ ଶିଶୁଶଙ୍କର. ଉଷା ଅଭିଳାଷ
- ୭. (ଆଘତାରୁ ଦେହକୁ) ଏଡ଼ାଇବବା; ରକ୍ଷା କରିବା — ୭. To ward off (a blow).
ଦମ୍ଭୋଳି ଦୃଢ଼ାଘାତ ବଞ୍ଚାଇବାକୁ ଛାତି ଆଡ଼ିଲିରେ କବିସୂର୍ଯ୍ୟ. ସଙ୍ଗୀତା
- ୮. ପ୍ରତାରିତ କରିବା; ଭଣ୍ଡିବା; ବଞ୍ଚିତ କରିବା — ୮. To ddefraud; to inveigle.
ଏ ଅନ୍ତେ ଋତୁପର୍ଣ୍ଣ ତନୁ ସଙ୍କୋଚର କହିଲେ ସେହୁ ଭୀମ ରାଜଙ୍କୁ ବଞ୍ଚାଇ କୃଷ୍ଣସିଂହ. ମହାଭାରତ ବନ
- ୯. କୌଣସି କାର୍ଯ୍ୟକୁ ସମ୍ପୂର୍ଣ୍ଣରୂପେ ବା ଏକାବେଳକେ ନ କରିବା —୯. To shelve up a matter.
- ୧. ଏକାବେଳକେ ଖର୍ଚ୍ଚ ନ କରି ରଖି ରଖି ଖର୍ଚ୍ଚ କରିବା — ୧୦. To spare; to use frugally.
ଅଳ୍ପ ଅଳ୍ପ ବଞ୍ଚାଇ ବଞ୍ଚାଇ ବିମ୍ୱାଧରୁ ମଧୁ ଚଖାଇଲୁ କବିସୂର୍ଯ୍ୟ. ସଙ୍ଗୀତ
- ୧୧. କୌଣସି ବ୍ୟ୍ୟକ୍ତିକୁ ନିନ୍ଦା ବା ଦୋଷ ବା ତ୍ରୁଟିର ଅଭିଯୋଗରୁ ମୁକ୍ତ କରିବା —୧୧. To save a person from blame or any other charge.