ବଢ଼ା

ଉଇକିଅଭିଧାନ‌ରୁ

ବଢ଼ା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବୃଧ୍ ଧାତୁ; ବର୍ଦ୍ଧନ; ବୃଦ୍ଧି)[ସମ୍ପାଦନା]

୧. ଆଧିକ୍ୟ; ବୃଦ୍ଧି —୧. Increase; increment.
୨. ଅନ୍ନ ବ୍ୟଞ୍ଜନାଦି ଖାଦ୍ୟ ପାତ୍ରରେ ପରିବେଷଣ କରିବା — ୨. Serving of food.
୩. ବୃଦ୍ଧି କରିବା —୩. Act of increasing.
୪. ଭାଗବତାଦି ଗ୍ରନ୍ଥ ପ୍ରଭୃତିର ପାରାୟଣ ବା ପାଠର ସମାପ୍ତି କ୍ରିୟା —୪. The act of finishing the recital of a scripture.
୫. (ସଂସ୍କୃତ - ବର୍ଦ୍ଧନୀ=ହାଣ୍ଡୀ) ମାଟିର ଛୋଟ ହାଣ୍ଟି (ଏଥିର ମୁହଁ ଘ଼ଡ଼ିର ମୁହଁ ଅପେକ୍ଷା ବଡ଼) —୫. A small wide mouthed earthen pot.
୬. ମୁଣ୍ଡରେ ହେବା ଘାଆ ରୋଗ; ବଡ଼ା — ୬. Boils on the skull.

ଦେଶଜ - ବିଶେଷଣ -[ସମ୍ପାଦନା]

୧. ଅଧିକା; ଅତିରିକ୍ତ —୧. Extra.
୨. ଖାଦ୍ୟ ପାତ୍ରରେ ଯାହା ପରିବେଷଣ କରାଯାଇ ଥାଏ —୨. (food) Served up on the plate.

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -[ସମ୍ପାଦନା]

ଘୂଡ଼ିରେ ଅଧିକା ସୂତା — Extre thread in a playing kite.

ପ୍ରାଦେଶିକ - (ବଲେଶ୍ୱର)ବିଶେଷଣ -[ସମ୍ପାଦନା]

୧. ଅଧିକା ସୂତା ଘେନି ଉଡ଼ୁ— ଥିବା (ଗୁଡ଼ି) —୧. (a playing kite) Flying with excess thread.
୨. ଅପର ଗୁଡ଼ିଠାରୁ ଆଗକୁ ଆଗେଇ ରହିଥିବା — ୨. Flying ahead (said of a kite) of another.

[ ଦ୍ର—ଉଡ଼ୁଥିବା ଘୁଡ଼ି ସମ୍ୱନ୍ଧରେ ପ୍ରଯୁଜ୍ୟ ]

ପ୍ରାଦେଶିକ - (ବାଲେଶ୍ୱର)କ୍ରିୟାପଦ -[ସମ୍ପାଦନା]

ଆଗକୁ ବଢ଼େଇ ରଖିବା — Extending.