ବଦ୍ ଆଚରଣ

ଉଇକିଅଭିଧାନ‌ରୁ

ବଦ୍ ଆଚରଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ବଦାଚରଣ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ଫାରାସୀ - ବଦ୍+ସଂସ୍କୃତ - ଆଚରଣ)[ସମ୍ପାଦନା]

ଅସଦାଚରଣ; ଅସଦ୍ୱ୍ୟବହାର —Bad character; bad conduct.