ବନଛୋର

ଉଇକିଅଭିଧାନ‌ରୁ

ବିଷେଶ୍ କରି ପଶ୍ଚିମଓଡିଶା ଓ ଛତିଶଗଡ ର କେତେକାଞ୍ଚଳ ରେ ବନଛୋର ବା ବନଛୋର୍ ଉପନାମ ଦେଖାଯାଏ,ଏହି ଟାଇଟଲ୍ ଟି ପ୍ରାୟତଃ ଗଉଡ/ଯାଦବ ମାନଙ୍କର ଅଟୈ, ଅବଶ୍ୟ କୂର୍ମୀ ଜାତି ର ଲୋକ ମାନେ ମଧ୍ୟ ଏହି ଟାଇଟଲ୍ ଲେଖିଥାନ୍ତି ।