ବରଫ

ଉଇକିଅଭିଧାନ‌ରୁ

ବରଫ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ବର୍ଫ)[ସମ୍ପାଦନା]

୧. ଘନୀଭୂତ ଜଳ —୧. Ice.
୨. ତୁଷାର; ହିମାନୀ —୨. Snow.

(ଯଥା—ଜଳ ଜମି ଗଲେ ବରଫ ହୁଏ, ମାତ୍ର ଜଳୀୟ ବାଷ୍ପ ଜମିଲେ ତୁଷାର ହୁଏ)

ବୈଦେଶିକ - ବିଶେଷଣ -[ସମ୍ପାଦନା]

ବରଫ ପରି ଥଣ୍ଡା —Ice-cold.