ବଳେଇବା

ଉଇକିଅଭିଧାନ‌ରୁ

ବଳେଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ବଳ; ବଳାତ୍କାର)[ସମ୍ପାଦନା]

୧. କୌଣସି କାର୍ଯ୍ୟ କରିବାକୁ ବାଧ୍ୟ କରିବା; କୌଣସି କର୍ମ କରିବାକୁ ବଳାତ୍କାର କରିବା — ୧. To force a person to do a thing.
୨. ବଳାତ୍କାର କରିବା; ବଳ ପ୍ରୟୋଗ କରିବା; ଜବରଦସ୍ତି କରିବା —୨. To use force; to commit violence; to coerce.

(ଯଥା—ଦେଖିବା ଦେଖି! କିଏ ମୋତେ ବଳାଇ ଅନ୍ୟାୟ କାର୍ଯ୍ୟ କରାଇବ?)

୩. ଆଗ୍ରହାତିଶଯ୍ୟ ପୂର୍ବକ ପ୍ରବର୍ତ୍ତାଇବା; ବିଶେଷ ଭାବରେ ଅନୁରୋଧ କରିବା —୩. To importune; to press.

କାହିଁକି ସଖି! ବଳାଉ ମୋତେ ଗୋ ସଙ୍ଗୀତ

୪. ଅତିକ୍ରମ କରାଇବା —୪. To cause a person to pass overr a place.

ଏ ସମୟେ ବାଳାକୁ ବଳାଉ ଦେହଳୀ କି ଭଞ୍ଜ କୋଟିବ୍ରହ୍ମାଣ୍ଡସୁନ୍ଦରୀ

୫. ପ୍ରସ୍ଥାନକାରୀ ବ୍ୟକ୍ତିଙ୍କ ସଙ୍ଗେ ଖଣ୍ଡଦୂର ବାଟକୁ ଯାଇଁ ଛାଡ଼ି ଦେଇ ଆସିବା; ବାଟ ବଳାଇବା —୫. To see a departing person off by accompanying him to a certain distance.

(ଯଥା—ରାଜା ସାହେବ ପୋଲିଟିକାଲ୍ ଏଜେଣ୍ଟଙ୍କୁ ବଳାଇବାକୁ କୋଶେ ବାଟ ଯାଇଥିଲେ)


୬. ବହକିବା; ବଳି ପଡ଼ିବା; କ୍ଷମତା ବା ଶକ୍ତିର ଅତିରିକ୍ତ ହେବା —୬. To exceed one's power or capacity.

(ଯଥା—ଏଣିକି ପେଟ ଦୁଃଖ ମତେ ବଳାଇଲାଣି)

ଅନୁବାଦ[ସମ୍ପାଦନା]

୭. ଅନ୍ୟଦ୍ୱାରା ବଳିବା କ୍ରିୟା କରାଇବା —୭. To cause another to roll or twist up.

ଅନୁବାଦ[ସମ୍ପାଦନା]

(ଯଥା—ଚୋରକୁ ଜେଲର୍ ବାବୁ ଦଉଡି ବଳାଊଛନ୍ତି)

ଅନୁବାଦ[ସମ୍ପାଦନା]

୮. ଅବଶିଷ୍ଟ ବା ଉଦ୍ୱୁତ୍ତ ରଖିବା — ୮. To leave any remainder.

(ଯଥା—ମୁଁ ବଣ ଭୋଜି ପାଇଁ ଯେତେକ ଚାଉଳ ଦେଲି ତାକୁ ବଲାଇ କରି ଘରକୁ ଫେରାଇ ଆଣିବା ନାହିଁ)

୯. ବହକାଇବା; ସୀମାରୁ ଅଧିକ କରିବା —୯. To cause to exceed a limit.

ଅନୁବାଦ[ସମ୍ପାଦନା]

(ଯଥା—ଗଉଁଣୀ ଉପରେ ବଳାଇ କରି ଆଉ ପୋଷେ ଚାଉଳ ମୋତେ ନ ଦେଲେ ମୋ ପେଟ ପୂରିବ ନାହିଁ)

ଅନୁବାଦ[ସମ୍ପାଦନା]

୧. ସୀମାରୁ ଅତିରିକ୍ତ ବା ଅଧିକ ହେବା —୧୦. To exceed the limit.

(ଯଥା—ନଈରେ ପଶି କରି ଯାଉଁ ଯାଉଁ ଖଣ୍ଡଦୂରରେ ପାଣି ମୋ ଛାତିରୁ ବଳାଇଲା)

ଅନୁବାଦ[ସମ୍ପାଦନା]

୧୧. ମହତ୍ତର କରିବା —୧୧. To make greater; to enhance; to enlarge.

ବିଷ୍ଣୁ ମଧ କଇଟର ପାତାଳେ ବିନାଶରୁ ଏ କୀର୍ତ୍ତି ବଳାଇଲେ ଭଞ୍ଜ ବୈଦେହୀଶବିଳାସ

ଅନୁବାଦ[ସମ୍ପାଦନା]

୧୨. (ଆପଣାର ମନକୁ) କୌଣସି ବିଷୟ ପ୍ରତି ଆକୃଷ୍ଟ କରାଇବା; ଆସକ୍ତ କରିବା —୧୨. To cause (one's mind) to be attrected or attached to a matter.

ବଳାହକ କେଶୀ ଚିତ୍ତ, ବଳାନା ମାନେ ବହୁତ ପ୍ରାଚୀନ ସଙ୍ଗୀତ

ଅନୁବାଦ[ସମ୍ପାଦନା]

୧୩. ଆଗ ବଳିବା; ସମସ୍ତଙ୍କ ଆଗରେ ଅଗ୍ରସର ହେବା — ୧୩. To go ahead; to overtop.

ବଳାଇ ହାର ବାହୁଡ଼େ ରାମଚନ୍ଦ୍ର କଜେ ସୁବେଳରେ ଘନେ ସେ (ବୀର) ଭଞ୍ଜ ବୈଦେହୀଶବିଳାସ

୧୪. ତଡ଼ି— ଦେବା —୧୪. To drive out.

ବଳାଇ ହାର ବାହୁଡ଼େ ରାମଚନ୍ଦ୍ର କିଜେ ସୁବେଳରେ ଘନେ ସେ (ବୀର) ଭଞ୍ଜ ବୈଦେହୀଶବିଳାସ

ଅନୁବାଦ[ସମ୍ପାଦନା]

୧୫. କୌଣସି ପଦାର୍ଥକକୁ ସ୍ପର୍ଶ କରିବା ନିମିତ୍ତ ହସ୍ତ ପଦାଦି ବଢ଼ାଇବା —୧୫. To extend one's hands or feet in order to touch a thing.

ବନ୍ଧର ପଥଟି ହେକି ହେକି ପଦ ବଳା ଭଞ୍ଜ ବୈଦେହୀଶବିଳାସ