ବଶଗ

ଉଇକିଅଭିଧାନ‌ରୁ

ବଶଗ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ବଶଗା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବଶ+ଗମ୍ ଧାତୁ+କର୍ତ୍ତୃ. ଅ)[ସମ୍ପାଦନା]

ବଶୀଭୂତ; ଅଧୀନ Subservient; obedient; brought under control.