ବଶିତା
ବଶିତା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ସଂସ୍କୃତ - ବି(ବଶିନ୍+ତା; ତ୍ୱ)[ସମ୍ପାଦନା]
- ୧. ବଶ କରିବାର ଶକ୍ତି — ୧. The power of bringing others under control.
- ୨. ଶିବଙ୍କର ଓ ଯୋଗସିଦ୍ଧ ବ୍ୟକ୍ତିଙ୍କର ଅଷ୍ଟୈଶ୍ୱର୍ଯ୍ୟ ମଧ୍ୟରୁ ଏକତମ —୨. One of the ୮ godly attributes of Ṡiba and of a Jogasiddha person. (viz, control over desire).
[ଦ୍ରଷ୍ଟବ୍ୟ —ଅଷ୍ଟୈଶ୍ୱର୍ଯ୍ୟ ତଳେ ନୋଟ୍ ଦେଖ]
- ୩. ବାଧ୍ୟତା —୩. Obligation,
- ୪. ଅତ୍ମସଂଯମ — ୪. Self control.
- ୫. ଅଧୀଲତା; ବଶବର୍ତ୍ତିତା — ୫. Subservience
- ୬. ମୋହନ —୬. Enchanting; charming.