ବଶିତ୍ୱ

ଉଇକିଅଭିଧାନ‌ରୁ

ବଶିତ୍ୱ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବି(ବଶିନ୍+ତା; ତ୍ୱ)[ସମ୍ପାଦନା]

୧. ବଶ କରିବାର ଶକ୍ତି — ୧. The power of bringing others under control.
୨. ଶିବଙ୍କର ଓ ଯୋଗସିଦ୍ଧ ବ୍ୟକ୍ତିଙ୍କର ଅଷ୍ଟୈଶ୍ୱର୍ଯ୍ୟ ମଧ୍ୟରୁ ଏକତମ —୨. One of the ୮ godly attributes of Ṡiba and of a Jogasiddha person. (viz, control over desire).


[ଦ୍ରଷ୍ଟବ୍ୟ —ଅଷ୍ଟୈଶ୍ୱର୍ଯ୍ୟ ତଳେ ନୋଟ୍ ଦେଖ]

୩. ବାଧ୍ୟତା —୩. Obligation,
୪. ଅତ୍ମସଂଯମ — ୪. Self control.
୫. ଅଧୀଲତା; ବଶବର୍ତ୍ତିତା — ୫. Subservience
୬. ମୋହନ —୬. Enchanting; charming.