ବାଟୋଇବା

ଉଇକିଅଭିଧାନ‌ରୁ

ବାଟୋଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି—(ସଂସ୍କୃତ - ବାଟ)[ସମ୍ପାଦନା]

୧. ବାଟିଆଇବା; ଯାଉଁ— ଥିବା ବ୍ୟକ୍ତି ସଙ୍ଗେ ଖଣ୍ଡଦୂର ବା଼ଟ ଯାଇ ତାକୁ ଛାଡ଼ି ଦେଇ ଆସିବା; ବାଟ ବଳେଇବା; ଅନୁବ୍ରଜନ କରିବା —୧. To accompany a person some way to see him off.
୨. ବାଟ ଦେଖାଇବା — ୨. To lead or show the way.