ବାଥୁଡ଼ୀ

ଉଇକିଅଭିଧାନ‌ରୁ

ବାଥୁଡ଼ୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ମୟୁରଭଞ୍ଜ) ବିଶେଷ୍ୟ -[ସମ୍ପାଦନା]

ମୟୁରଭଞ୍ଜ ଓ କେନ୍ଦୁଝରବାସୀ ଆଦିମଜାତିବିଶେଷ —Name of a low caste in mayurbhanj and Keonjhar States.

[ଦ୍ରଷ୍ଟବ୍ୟ —ସମ୍ଭବତଃ ଏମାନେ ଅନାର୍ଯ୍ୟ ଏମାନେ ଗଡ଼ଜାତର ଆଦିମନିବାସୀ ଭୁୟାଁ ଜାତିର ସମକକ୍ଷ ଜାତି କେତେକ ବଙ୍ଗୀୟ ପ୍ରାଚ୍ୟତତ୍ତ୍ୱଜ୍ଞ ପଣ୍ଡିତ ଏମାନଙ୍କୁ ବାଉରି ବୋଲି ଯାହା କହିଅଛନ୍ତି ତାହା ଠିକ୍ ନୁହେ ସ୍ଥାନୀୟ ହିନ୍ଦୁମାନେ ଏମାନଙ୍କ ସୃଷ୍ଟ ଜଳ ବ୍ୟବହାର କରନ୍ତି ଏମାନେ ଡ଼ୋଲୀ ବହନ୍ତି, ଡ଼ଙ୍ଗ ବୁହାନ୍ତି]

ବାତୁଡ଼ି ବାହକ ଭେଳା ପରେ ଉଭା ହୋଇ କାତ ମାରି ଦେଖି ନଦୀ ଶୋଭା ଛାଡ଼ିଦେଇଥାଏ ଏ ସୁସ୍ୱରେ ସଙ୍ଗୀତ ଅଣ୍ଟିଭୋଳା ଖାଇ ହୋଇ ଆନନ୍ଦିତ—କେଶବ. ବୈତରଣୀ