ବାନ୍ତି

ଉଇକିଅଭିଧାନ‌ରୁ

ବାନ୍ତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ବମ୍ ଧାତୁ+ ଭାବ. ତି)[ସମ୍ପାଦନା]

୧. ବମନ; ଉଦ୍ଗିରଣ —୧ Vomitting
୨. ବମନ କରାଯିବା ବସ୍ତୁ — ୨. Vomitted matter.

ଦେଶଜ - କ୍ରି. (ପଦ୍ୟ) (ସଂସ୍କୃତ - ବଦ ଧାତୁ ଣିଚ ବାଦି ଧାତୁ; ବାଇବା କ୍ରିୟାର ବର୍ତ୍ତମାନ କାଳ; ସେ, ସେମାନେ)[ସମ୍ପାଦନା]

ବଜାନ୍ତି — (he) Does or (they) do play on musical instruments.

ନିତ୍ୟେ ନାଉକ ବୀଣା ବାନ୍ତି ଯଶୋବନ୍ତ ପ୍ରେମଭକ୍ତି ବ୍ରହ୍ମଗୀତା