ବାହାଳି

ଉଇକିଅଭିଧାନ‌ରୁ

ବାହାଳି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ବାଉଳି, ବାଳି—ଅନ୍ୟରୂପ)

  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଖେଳିବା ନିମନ୍ତେ ଉପଯୁକ୍ତ ଭଲ କଉଡ଼ି — ୧. Excellent cowries for the purpose of playing games with.
୨. ଏକପ୍ରକାର କଉଡ଼ି ଖେଳ —୨. A kind of game at cowries.

ବିଶେଷଣ -[ସମ୍ପାଦନା]

୧. (ସଂସ୍କୃତ - ବହ ଧାତୁ ଣିଚ) ଯେ କଉଡ଼ି ଖେଳରେ କୁଉଡ଼ିକୁ ଚାଳେ —୧. A player who moves the cowrise on the play-board.
୨. ଯେ ନାବ— ଆଦିକୁ ବାହେ ଅର୍ଥାତ୍ ଚାଳିତ କରାଏ —୨. Boatman.