ବିଚିତ୍ର

ଉଇକିଅଭିଧାନ‌ରୁ

ବିଚିତ୍ର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ବିଚିତ୍ରା—ସ୍ତ୍ରୀ) 

[ବିଚିତ୍ରତା(ତ୍ୱ)—ବି]

  • (file)

ସଂସ୍କୃତ - ବିଶେଷ୍ୟ - (ବି=ବିବିଧ ପ୍ରକାରେ+ଚିତ୍ତ ଧାତୁ= ବିସ୍ମିତ କରିବା +କର୍ତ୍ତୃ. ଅ)[ସମ୍ପାଦନା]

୧. ନାନା ବର୍ଣ୍ଣ —୧. Various colours placed together.
୨. ଅଭାବନୀୟ ଘଟିବା; ଆଶ୍ଚର୍ଯ୍ୟଜନକ ବିଷୟ ବା ଘଟନା —୨. A wonder; miracle; wonderful thing; a surprise.
୩. ଅଦ୍ଭୁତ ବସ୍ତୁର ବା ଉପମାର ବର୍ଣ୍ଣନ; କାବ୍ୟରେ ଅର୍ଥାଳଙ୍କାର ବିଶେଷ —୩. A figurative of speech; a depicition of wonderful thing.

ବିଶେଷଣ -[ସମ୍ପାଦନା]

୧. ନାନାବର୍ଣ୍ଣ ରଞିତ — ୧. Variegated; mottled; multicoloured.
୨. ବିସ୍ମୟକର; ଆଶ୍ଚର୍ଯ୍ୟଜନକ —୨. Wonderful; astonnishing; surprising; strange.
୩. ଅଭାବନୀୟ —୩. Miraculous.
୪. ରମଣୀୟ; ମନୋଜ୍ଞ; ସୁନ୍ଦର —୪. Charming; beautiful.