ବିଡ଼ମ୍ୱଣା

ଉଇକିଅଭିଧାନ‌ରୁ

ବିଡ଼ମ୍ୱଣା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ବିଡ଼ମ୍ୱଣିଆ—ଅନ୍ୟରୂପ)

(ବିଡ଼ମ୍ୱଣୀ—ସ୍ତ୍ରୀ) 

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବିଡ଼ମ୍ୱନ)[ସମ୍ପାଦନା]

୧. ଯନ୍ତ୍ରଣା; କ୍ଳେଶ — ୧. Trouble.
୨. ଦୁଃଖ ୨. Distress.
୩. ବଞ୍ଚନା; ପ୍ରତାରଣା —୩. Deceit; knavery.

[ ଉ—ଅଜ୍ଞାନ ବିଡ଼ମ୍ୱଣ ଏହି, ଏଣେ ଗୋବିନ୍ଦକୁ ନ ପାଇ ଜଗନ୍ନାଥ. ଭାଗବତ ]

୪. ହଟହଟା ବା ଅକଡ଼ିଆ ଅବସ୍ଥା — ୪. Awkward predicament;
୫. ଅମଙ୍ଗଳଜନକ ଘଟଣା —୫. Portentous event; an event foreboding evil.
୬. ଅଶ୍ରୁତପୂର୍ବ ବା ଅଦୃଷ୍ଟପୂର୍ବ ଅମଙ୍ଗଳଜକ ଘଟଣା —୬. An unheard of bad event.
୭. ପ୍ରାକୃତିକ ଘଟାଣାର ବିପର୍ଯ୍ୟୟ —୭. Happening of unnatural events; preter-natural event.

[ଉ—ସବୁହିଁ ବିଡ଼ମ୍ୱଣ ରୀତ, ଯୋଗୀନ୍ଦ ଅର୍ଦ୍ଧାଙ୍ଗେ ଯୁବତୀ ଭୂପତି, ପ୍ରେମପଞ୍ଚାମୃତ

୮. ନିନ୍ଦିତ କର୍ମ; କୁକର୍ମ —୮. An evil deed.

[ ଉ—ଭେଟିଲେ ମାତା ପୁତ୍ରଗଣ, ସେ ରୁଦ୍ର ସଙ୍ଗେ ବିଡ଼ମ୍ୱଣ ଯଶୋବନ୍ତି ପ୍ରେମଭକ୍ତି ବ୍ରହ୍ମଗୀତା ]

ଦେଶଜ - ବିଶେଷଣ -[ସମ୍ପାଦନା]

୧. ମନ୍ଦ ପ୍ରକୃତିକ; କୁତ୍ସିତ; ପରପଞ୍ଚ —୧. Vile.
୨. ଅଖାଡ଼ୁଆ —୨. Awkward.
୩. ଅସାଧାରଣ ଭାବରେ ମନ୍ଦ (ବ୍ୟକ୍ତି) —୩. Uncommonly bad (person).
୪. ଯନ୍ତ୍ରଣାଦାୟକ —୪. Painful; afflicting.
୫. ମିଥ୍ୟା ଆଶା ଦେଇ ଭଣ୍ଡାଉଥିବା —୫. Tantalising.
୬. ହଟହଟା ହେବା —୬. Placed in a queer or awkward predicament
୭. ଦହଗଞ୍ଜ ହେଉଥିବା —୭. Suffering.
୮. ମଙ୍ଗଳସୂଚକ — ୮. Portentous.
୯. (ମନ୍ଦ ଅର୍ଥରେ) ଅପ୍ରାକୃତିକ;ପ୍ରକୃତିର ନିୟମବିରୋଧୀ —୯. Unnatural; uncommon; preter-natural.
୧. ବୃଥା —୧୦. Useless.

[ ଉ—ବିଡ଼ମ୍ୱଣ ଅନ୍ୟ ଦୃଷ୍ଟି ଯେ ଟଳ ଟଳ ଗଗନେ ଭଞ୍ଜ. ବୈଦେହୀଶବିଳାସ ]