ବିନିଦ୍ର
ବିନିଦ୍ର
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
(ବିନିଦ୍ରା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ବି=ବିଗତା+ନିଦ୍ରା)[ସମ୍ପାଦନା]
- ୧. ନିଦ୍ରା— ରହିତ —୧. Sleepless.
- ୨. ଜାଗରିତ — ୨. Awake.
- ୩. ଉନ୍ନିଳିତ —୩. Opened (not closed),
- ୪. ବିକାଶିତ —୩. Opened bloomed (as a flower).
- ୫. ପ୍ରକାଶିତ —୫. Manifested; disclosed; revealed.
- ୬. ସାବଧାନ — ୬. Cautious.
ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]
ଅସ୍ତ୍ର ପ୍ରୟୋଗରେ ନିଦ୍ରିତ ବା ମୂର୍ଚ୍ଛିତ ବ୍ୟକ୍ତିର ନିଦ୍ରାଭଙ୍ଗ ବା ମୂର୍ଚ୍ଛାଭଙ୍ଗ କରାଇବା ଅସ୍ତ୍ରର ସଂହାରବିଶେଷ (ହିନ୍ଦୀ - ଶ) —A withdrawal of the effect of a weapon which has caused sleep or come.