ବିବୃଦ୍ଧ

ଉଇକିଅଭିଧାନ‌ରୁ

ବିବୃଦ୍ଧ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବି+ବୃଧ୍ ଧାତୁ=ବଢ଼ିବା+କର୍ତ୍ତୃ. ତ)[ସମ୍ପାଦନା]

୧. ବୃଦ୍ଧି ପ୍ରାପ୍ତ —୧. Increased; augmented.
୨. ଅତି ବୃଦ୍ଧ —୨. Very old.