ବିଳୋଇବା

ଉଇକିଅଭିଧାନ‌ରୁ

ବିଳୋଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି—(ସଂସ୍କୃତ - ବିନୟ)[ସମ୍ପାଦନା]

୧. ସମ୍ମାନ କରିବା; ସ୍ୱାଗତ କରିବା —୧. To show respect.

[ ଉ—ବଇ— ଦେହୀଙ୍କି ମନ୍ଦୋଦରୀ ତହିଁ; ବିଳୋଇ ରହିଲେ ଶ୍ରୀରାମ ସବଳେ ବସନ୍ତେ ଗମନେ ଯାଇ ସେ ଭଞ୍ଜ. ବୈଦେହୀଶ ବିଳାସ ]

୨. ସମ୍ମାନନୀୟ ପ୍ରସ୍ଥାନକାରୀ ବ୍ୟକ୍ତିଙ୍କ ସଙ୍ଗେ କିଛି ଦୂର ଯିବା, ବାଟ ବଳେଇବା —୭. To accompany a respectable person to a distance and take leave of him.