ବିଶେଷିବା

ଉଇକିଅଭିଧାନ‌ରୁ

ବିଶେଷିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ - (ପଦ୍ୟ) (ସଂସ୍କୃତ - ବିଶେଷ)[ସମ୍ପାଦନା]

୧. ବିଶଦ ଭାବରେ ବର୍ଣ୍ଣନା କରିବା —୧. To describe clearly or in detail.

[ଉ—ମହାଭାରତ ପୁରାଣେ ବ୍ୟାସଋଷି, କରିଛନ୍ତି ଜାଣ ବର୍ଣ୍ଣନା ବିଶେଷି କୃଷ୍ଣସିଂହ. ମହାଭାରତ ଆଦି ]

୨. (ସଂସ୍କୃତ - ବିଶେଷ୍ୟତେ) ବଳିବା; ଅନ୍ୟଠାରୁ ଅଧିକତର ହ୍ୱା —୨. To exceed.

[ଉ—କୃଷ୍ଣ ମହିମା ପରଶଂସି,ଏକକୁ ଆରେକ ବିଶେଷି ଭୂପତି— ପ୍ରେମଞ୍ଚାମୃତ ]

୩. ପ୍ରଭେଦ କରିବା; ପୃଥକ କରିବା — ୩. To separate; to discriminate.