ବିଶେଷ୍ୟ

Wiktionary ରୁ

[ଏହାକୁ ବଦଳାନ୍ତୁ] ବିଶେଷ୍ୟ

  1. ଯେଉଁ ପଦଦ୍ୱାରା କୌଣସି ବ୍ୟକ୍ତି, ବସ୍ତୁ ବା ସ୍ଥାନର ବୋଧ ଜନ୍ମେ ୤
ବସ୍ତୁ, ବ୍ୟକ୍ତି, ଜାତି, ଗୁଣ ଓ କ୍ରିୟାଭେଦରେ ବିଶେଷ୍ୟ ପାଞ୍ଚପ୍ରକାର ୤


ନିଜର ଟୁଲ
ନେମସ୍ପେସ

ନିଆରା
କାମ
ଦିଗବାରେଣି
ଉପକରଣ