ବୁକ୍କ

ଉଇକିଅଭିଧାନ‌ରୁ

ବୁକ୍କ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବି—(ଚୁମ୍ୱନ ବେଳେ ଉତ୍ପନ୍ନ ଧ୍ୱନିର କାଳ୍ପନିକ ଅନୁକରଣ ଜନିତ ଶଦ୍ଦ; ଧ୍ୱନ୍ୟନୁକରଣ)[ସମ୍ପାଦନା]

୧. ବୋକ; ଚୁମ୍ୱନ —Kissing; kiss.

(ଉ—ଆଉଂସିଲା କୁକୁର ମୁହଁରେ ବୁକ ଢ଼ଗ)

୨. (ସଂସ୍କୃତ - ବକ୍ଷଃ; ବୁକ୍କମ)ଛାତି; ହୃଦୟ; ବକ୍ଷସ୍ଥଳ —Breast.
୩. ସାହସ —୩. Courage.
୪. ସ୍ତ୍ରୀ ସ୍ତନ —୪. Female breast.



ବୁକ୍କ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବକ୍ଷଃ, ବୁକ୍କ)[ସମ୍ପାଦନା]

୧. ହୃଦୟର ବର୍ହିଭାଗ; ଛାତି ବକ୍ଷଃସ୍ଥଳ —୧. Breast.

(ଉ—ବୁକୁର ଶାଢ଼ୀତ ରଖିତ ଦେଉନାହି, ମୁଁ କରତଳେ ଆଛାଦିତି କେତେ କବିସୂର୍ଯ୍ୟ ସଙ୍ଗୀତା)

୨. ହୃଦୟ; ହୃଦୟାଭ୍ୟନ୍ତର; ଅଅନ୍ତକରଣ —୩. Heart;chest.

(ଉ—ତୋର ଏ କଥାକୁ ବୁକୁ କି ଗଲା ପୋଡ଼ି କୃଷ୍ଣସିଂହ. ମହାଭାରତ. ସଭା)

୩. ଦମ୍ଭ; ଧୈର୍ଯ୍ୟ —୩. Patience.
୪. ସାହସ —୪. Courage; pluck.



ବୁକ୍କ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ବୁକ୍କନ୍,ବୁକ୍କା, ବୁକ୍କୀ—ଅନ୍ୟରୂପ)

ସଂସ୍କୃତ - ବି—(ବୁକ୍କ ଧାତୁ=ଶଦ୍ଦ କରିବା+କର୍ତ୍ତୃ. ଅ)[ସମ୍ପାଦନା]

୧. ଛାତି; ବକ୍ଷଃସ୍ଥଳ —୧. Breast; chest; bosom.
୨. ଅନ୍ତଃକରଣ; ହୃତପିଣ୍ଡ —୨. The heart; the cardiac region.
୩. ଛାଗ —୩. Goat.
୪. ଭକ୍ତ; ଲହୁ (ହିନ୍ଦୀ - ଶ.) —୪. Blood.
୫. କଲିଜା; ଅଗ୍ରମାଂସ (ହିନ୍ଦୀ - ଶ.) —୫. Liver
୬. ସମୟ —୬. Time (Apte).
୭. ମୁହଁରେ ଫୁଙ୍କାଯାଇ ବଜାଯାଉଥିବା ପ୍ରାଚୀନ କାଳର ବାଦ୍ୟବିଶେଷ (ହିନ୍ଦୀ - ଶ.) —୭. A kind of flute or pipe used in ancient times.