ବୁଚ୍କିବା

ଉଇକିଅଭିଧାନ‌ରୁ

ବୁଚ୍କିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ବୁଚୁକିବା, ବୁଚୁକିଯିବା,ବୁଚୁଣ୍ଡିବା, ବୁଚୁଣ୍ଡୁଯିବା,ବୁଚୁଡ଼ିଯିବା, ବୁଚୁଡ଼ିବାଅନ୍ୟରୂପ

ପ୍ରାଦେଶିକ - (ସମ୍ୱଲପୁର)କ୍ରିୟାପଦ -[ସମ୍ପାଦନା]

(ଟେକା ଆଦି) ଲକ୍ଷ୍ୟଭ୍ରଷ୍ଟ ହେବା; ଲକ୍ଷ୍ୟସ୍ଥାନରୁ ଖସିଯିବା —(a missile) To miss the aim.