ବୁରୋ

ଉଇକିଅଭିଧାନ‌ରୁ

ବୁରୋ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବି—(ତୁଳ. ହିନ୍ଦୀ - ବେର୍)[ସମ୍ପାଦନା]

୧. ବର— କୋଳି —୧. The jujube plum.
୨. କୋଳି —୨. Plum.
୩. (ବୈଦେ) ବି—(ଇଂ, ଓ ଫ୍ରେଞ୍ଚ ବ୍ୟୁରୋ=ଦରାଜ ଥିବା ଅଲମାରି ବା ଟେବ୍ଲ) ଦରାଜ ଲଗା ଆଲମାରି —Bureau; a chest of drawyers.