ବେରାମି

ଉଇକିଅଭିଧାନ‌ରୁ

ବେରାମି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

[ବେରାମିଆ—ଅନ୍ୟରୂପ]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ବେ+ଆରାମ)[ସମ୍ପାଦନା]

ବେମାରି; ରୋଗ — Disease; illness; sickness.

ଦେଶଜ - ବିଶେଷଣ -[ସମ୍ପାଦନା]

୧. ବେମାର; ରୁଗ୍ଣ — ୧. Diseased; laid with illness.
୨. ରୋଗାକ୍ରାନ୍ତ —୨. Attacked with disease; sick; ailing and delicate in health.