ବେରୁଆଁ

ଉଇକିଅଭିଧାନ‌ରୁ

ବେରୁଆଁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବୀରଣ ବା ବରକ)[ସମ୍ପାଦନା]

ଜଳଜ ଦୀର୍ଘତୃଣ ବା ଘାସ ବିଶେଷ —A kind of aquatic reed or grass with which mats are woven (Cyperus Tegetum).

[ଦ୍ରଷ୍ଟବ୍ୟ —ଏ ଗଛ ଦୁଇ ହାତ ଉଚ୍ଚ ହୁଏ ଏହାର ଡାଙ୍ଗକୁ ଚିରି ଶୁଖାଇ ହେସ ବୁଣନ୍ତି]