ବେ କାବୁ

ଉଇକିଅଭିଧାନ‌ରୁ

ବେ କାବୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ଫାରାସୀ - ବେ+କାବୁ=ଆୟତ୍ତ, ବଶତା)[ସମ୍ପାଦନା]

୧. ଅବଶ; ଅନାୟତ୍ତ —୧. Beyond control; not under one's control
୨. ଅକ୍ଷମ — ୨. Powerless; impotent.
୩. ଉପାୟାନ୍ତର— ବିହୀନ —୩. Having no alternative; resourceless.