ବେ ଲକ୍ଷ

ଉଇକିଅଭିଧାନ‌ରୁ

ବେ ଲକ୍ଷ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଣ—(ଫାରାସୀ - ବେ+ସଂସ୍କୃତ - ଲକ୍ଷ)[ସମ୍ପାଦନା]

ଯାହାର କୌଣସି ଲକ୍ଷ ବା ଉଦ୍ଦେଶ୍ୟ ନ ଥାଏ —Aimless; having no aim.

ପ୍ରାଦେଶିକ - (ଗଞ୍ଜାମ)ବିଶେଷଣ -[ସମ୍ପାଦନା]

ମୂଲ୍ୟହୀନ — Valueless.

[ଯଥା—ତୋ ଆଖିରେ ମୁଁ ବେଲକ୍ଷ ଦିଶୁଚି ନାଁ ?]