ବୈଦେହୀ
ବୈଦେହୀ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ସଂସ୍କୃତ - ବି—(ବିଦେହ+ ଅପତ୍ୟାର୍ଥେ. ଅ+ସ୍ତ୍ରୀ. ଈ)[ସମ୍ପାଦନା]
- ୧. ଜାନକୀ; ସୀତା —୧. Sītā.
- ୨. ହରିଦ୍ରା; ହଳଦୀ —୨. Turmeric.
- ୩. ବଣିକ୍ ପତ୍ନୀ —୩. The wife of a trader.
- ୪. ଗୋରୋଚନା —୪. A yellow pigment obtained from dead cattle.
- ୫. ପିପ୍ପଳୀ —୫. Long pepper.
[ଉ—ବୈଦେହୀ ପ୍ରମାଣ ଫଳେ କଟୁ କରି ଜାତ ଭଞ୍ଜ. ବୈଦେହୀଶ— ବିଳାସ]
ଦେଶଜ - ବିଶେଷ୍ୟ -[ସମ୍ପାଦନା]
ସ୍ତ୍ରୀ ଲୋକଙ୍କୁ ଦିଆ ଯିବା ନାମ — A name given to females.