ବୈରାଗୀ
ବୈରାଗୀ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ସଂସ୍କୃତ - ବିଶେଷ୍ୟ - (ବିରାଗ+ଇନ୍; ୧ମା. ୧ବ)[ସମ୍ପାଦନା]
- ୧. ସଂସାର ବିରକ୍ତ ବ୍ୟକ୍ତି; —୨. A conscientious, person.
(ବୈରାଗିଆଣୀ—ସ୍ତ୍ରୀ)
ଦେଶଜ - ବିଶେଷ୍ୟ - ଫୁ[ସମ୍ପାଦନା]
- ୧. ଲୋକଙ୍କୁ ଦିଆଯିବା ନାମ —୧. Name given to males.
- ୨. ଏକ ଶ୍ରେଣୀର ଅକିଞ୍ଚନ ସାଧୁ ବା ବାବାଜି — ୨. A sect of anchorites.