ବୈରୀ
ବୈରୀ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
(ବୈରିଣୀ—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ଫୁ (ବୈର+ଇନ୍; ୧ମ. ୧ବ)[ସମ୍ପାଦନା]
ବୈରଯୁକ୍ତ; ଶତ୍ରୁତାପନ୍ନ —Inimicial; hostile.
ସଂସ୍କୃତ - ବିଶେଷ୍ୟ - ଫୁ[ସମ୍ପାଦନା]
- ୧. ଶତ୍ରୁ —୧. Enemy; antagonist; an adversary.
- ୨. ବହିରା ପକ୍ଷୀ; ବୃହଦାକାର ଶ୍ୟେନ — ୨. A big falcon; goshawk.