ବୈଲକ୍ଷଣ୍ୟ

ଉଇକିଅଭିଧାନ‌ରୁ

ବୈଲକ୍ଷଣ୍ୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବିଲକ୍ଷଣ+ଭାବାର୍ଥେ. ଯ)[ସମ୍ପାଦନା]

୧. ବିଶିଷ୍ଟତା; ବିଶେଷତ୍ୱ —୧. Peculiarity.
୨. ବିଭିନ୍ନତା —୨. Difference.
୩. ଭାବାନ୍ତର; ପ୍ରକାରାନ୍ତର —୩. Disparity. derangerment.