ଭଣିତା

ଉଇକିଅଭିଧାନ‌ରୁ

ଭଣିତା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭଣ୍ ଧାତୁ; ଭଣିତ)[ସମ୍ପାଦନା]

୧. ପଦ୍ୟ ବା ଗୀତ ଶେଷରେ ରଚୟତାଙ୍କ ନାମ ଉଲ୍ଲେଖ କରାଯିବା— ପଦ —୧. The concluding portion of a poem or song mantioning the name of the composer.
୨. ଗଦ୍ୟ ଶେଷରେ କବିଙ୍କ ନାମୋଲ୍ଲେଖ —୨. Peroration of a song; the mentioning of the name of the composer of a song at its end.
୩. (ସଂସ୍କୃତ - ଭଣୟିତା) ଗୀତ ଶେଷରେ ଯାହାଙ୍କ ନାମ ରଚକ ବୋଲି ଲେଖା ଥାଏ —୩. The reputed or declared author of a song.

ଦେଶଜ - ବିଶେଷଣ - (ସଂସ୍କୃତ - ଭଣିତ)[ସମ୍ପାଦନା]

କୌଣସି ବ୍ୟକ୍ତିଙ୍କ ନାମରେ ଯେଉଁ ଗୀତର ଶେଷ ପଦ ରଚିତ ହୋଇଥାଏ —Concluded with the name of the reputed author.