ଭାରତୀୟ

ଉଇକିଅଭିଧାନ‌ରୁ

ଭାରତୀୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଦେଶଜ - ବିଶେଷଣ - (ଭାରତ+ସମ୍ୱନ୍ଧାର୍ଥେ. ଈୟ)[ସମ୍ପାଦନା]

୧. ଭାରତବର୍ଷ ସମ୍ୱନ୍ଧୀୟ —୧. Pertaining to Indian.
୨. ଭାରତବର୍ଷରେ ଜାତ —୨. Indian.