ଭୋଗା

ଉଇକିଅଭିଧାନ‌ରୁ

ଭୋଗା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଧପ୍ପା; ପ୍ରତାରଣା; ଫାଙ୍କି; ପଟ୍ଟୀ —Cheating; deception; imposture.

ପ୍ରାଦେଶିକ - (ଆଠମଲ୍ଲିକ) ବିଶେଷ୍ୟ -[ସମ୍ପାଦନା]

ଚାଉଳଦୁଆ ବାଉଁଶିଆ — A basket used for washing rice.