ମଗମ

ଉଇକିଅଭିଧାନ‌ରୁ

ମଗମ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମର୍ମ; ମଗ୍ନ)[ସମ୍ପାଦନା]

୧. କୌଣସି ବିଷୟର ମର୍ମ ବା ରହସ୍ୟ —୧. The secret of a matter; the key to a matter.
୨. ଅନ୍ତର୍ଦେଶ —୨. Inside.
୩. ହୃଦୟ; ଅନ୍ତର — ୩. Heart.

(ଯଥା—ଏ କଥା ତା ମଗମକୁ ବାଧିଲା)

ବିଶେଷଣ -[ସମ୍ପାଦନା]

୧. ଗୁପ୍ତ —୧. Secret.
୨. ମର୍ମଭେଦୀ — ୨. Heart-rending; affecting the vital parts.
୩. ସଙ୍କେତଦ୍ୱାରା ପ୍ରକାଶିତ (ବିଷୟ) — ୩. Expressed by signs.