ମଡ଼ାକଢ଼ା ଭାଇ

ଉଇକିଅଭିଧାନ‌ରୁ

ମଡ଼ାକଢ଼ା ଭାଇ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ମଡ଼ାକାନ୍ଧିଆ ଭାଇ, ମଡ଼ାସାଙ୍ଗୀ ଭାଇଅନ୍ୟରୂପ

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ମୃତ ବ୍ୟ୍ୟକ୍ତିର ଗ୍ରାମବାସୀ ଯେଉଁ କୁଟୁମ୍ୱ ବା ବନ୍ଧୁମାନେ ଉକ୍ତ ବ୍ୟକ୍ତିର ଶବକୁ ଶ୍ମଶାନକୁ ନିଅନ୍ତି ବା ଶ୍ମଶାନ ଯାତ୍ରାବେଳେ ଶବର ଅନୁଗମନ କରନ୍ତି; ଶବବାହକ ବାନ୍ଧବଗଣ —Agnates, neighbours and relatives who (according to the caste and social grade of the deceased) carry his deadbody and accompany a person's funeral procession.

[ଦ୍ରଷ୍ଟବ୍ୟ —ଏଥିପାଇଁ ଶ୍ଳୋକରେ ଅଛି:—ରାଜଦ୍ୱାରେ ଶ୍ମଶାନେଚ ଯସ୍ତିଷ୍ଟତି ସବାନ୍ଧବଃ]