ମନ୍ମଥାଳୟ

ଉଇକିଅଭିଧାନ‌ରୁ

ମନ୍ମଥାଳୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମନ୍ମଥ+ଆଳୟ)[ସମ୍ପାଦନା]

୧. ଆମ୍ୱଗଛ (ହିନ୍ଦୀ - ଶ) — ୧. The mango tree (Apte).
୨. ପ୍ରେମୀ ଓ ପ୍ରେମିକାଙ୍କ ମିଳନ ସ୍ଥଳ; ବିହାର ସ୍ଥଳ (ହିନ୍ଦୀ - ଶ) —୨. A trysting place; a meeting place of lovers.