ମରାମରି

ଉଇକିଅଭିଧାନ‌ରୁ

ମରାମରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୃତ ଧାତୁ ଣିଚ ମାରି ଧାତୁ)[ସମ୍ପାଦନା]

୧. ଅନ୍ୟୋନ୍ୟ ମାଡ଼ ଦିଆ ଦେଇ; ଫଉଜଦାରି —୧. Mutual beating or striking; affray; brawl.

(ଉ—ପରସ୍ପର ମରାମରିଟି ସେ ହୋଇଲେ କୃଷ୍ଣସିଂହ. ମହାଭାରତ ଆଦି)

୨. ମାରପିଟ; ବିଶେଷ ପ୍ରହାର — ୨. Copious beating.
୩. ଫିଙ୍ଗାଫିଙ୍ଗି; ଫୋପାଡ଼ା— ଫୋପାଡ଼ି; ଅନ୍ୟୋନ୍ୟ ଫୋପାଡ଼ିବା କର୍ମ —୩. The act of throwing things at other or one another.

(ଉ—ପରସ୍ପର କାଚ ପିଚିକା କରେ ଧରି, ହୋଇଲେ ସେ ଚନ୍ଦନ ବାରି ମରାମରି କୃଷ୍ଣସିଂହ. ମହାଭାରତ ଆଦି)

ଦେଶଜ - ବିଶେଷଣ -[ସମ୍ପାଦନା]

ଅନ୍ୟୋନ୍ୟ ମରାପିଟ କରୁଥିବା —Beating each other.