ମରୁବକ

ଉଇକିଅଭିଧାନ‌ରୁ

ମରୁବକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମରୁ=ବଲୁକାମୟ ସ୍ଥାନ+ବା ଧାତୁ=ଗମନ କରିବା, ଜନ୍ମିବା+କର୍ତ୍ତୃ. ଅ=ମରୁବ+ସ୍ୱାର୍ଥେ. କ ଯାହା ବାଲୁକାମୟ ସ୍ଥାନରେ ଜନ୍ମେ ବା ଗମନ କରେ)[ସମ୍ପାଦନା]

୧. ବ୍ୟାଘ୍ର —୧. The tiger.
୨. ରାହୁ — ୨. The Dragon's head; the ascending node, the earth's shadow which causes lunar eclipse.
୩. ପିଣ୍ଡ ଖର୍ଜୁର —୩. The Arabian date palm.
୪. ଜମ୍ୱୀର ଲେମ୍ୱୁ (ଫଳ ଓ ଗଛ) —୪. The citrus (tree and fruit).
୫. ମଏଣ (ଦେଖ) - —୫. Maeṇa (See)
୬. ମରୁଆ (ଦେଖ) - —୬. Maruā (See)