ମର୍ମତୁଦ

ଉଇକିଅଭିଧାନ‌ରୁ

ମର୍ମତୁଦ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ମର୍ମତୁଦା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ଉପପଦ ତତ୍ପୁରୁଷ; ମର୍ମ+ତୁଦ୍ ଧାତୁ=ପୀଡ଼ା ଦେବା+କର୍ତ୍ତୃ. ଅ)[ସମ୍ପାଦନା]

  1. ହୃଦୟବିଦାରକ — Heart-rending.


[ଦ୍ରଷ୍ଟବ୍ୟ - ମର୍ମନ୍ତୁଦ ଏହାର ଏକ ଅପଭ୍ରଂଶ ଉଚ୍ଚାରଣ ]