ମହାପ୍ରପଞ୍ଚ

ଉଇକିଅଭିଧାନ‌ରୁ

ମହାପ୍ରପଞ୍ଚ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବି— (କର୍ମଧା)[ସମ୍ପାଦନା]

ବ୍ରାହ୍ମଣ୍ଡ —The great universe; the macrocosm.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଅତ୍ୟନ୍ତ ଭୟାନକ ଘଟନା —A frightful event.

ଦେଶଜ - ବିଶେଷଣ -[ସମ୍ପାଦନା]

ଅତ୍ୟନ୍ତ ଦୁଷ୍ଟ (ବ୍ୟକ୍ତି) — Very wicked (person)