ମହାବାରୁଣୀ

ଉଇକିଅଭିଧାନ‌ରୁ

ମହାବାରୁଣୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ମହା ମହାବାରୁଣୀ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ମହତୀ+ବାରୁଣୀ)[ସମ୍ପାଦନା]

(ଜ୍ୟୋତିଷ) ଚୈତ୍ର କୃଷ୍ଣ ପକ୍ଷ ତ୍ରୟୋଦଶୀ ଦିନ ଶନିବାର ଓ ଶତଭିଷା ନକ୍ଷତ୍ର ପଡ଼ିଲେ ଯେଉଁ ମହା ପୁଣ୍ୟ ଯୋଗ ଘଟେ —A very auspicious conjunction which happens if hte asterism Ṡatabhishā falls on a Saturday on the ୧୩th day of the dark fortnight of the month of Ch&aline;i̱tra.

[ଦ୍ରଷ୍ଟବ୍ୟ —ଏ ଯୋଗରେ ଗଙ୍ଗାରେ ସ୍ନାନ କଲେ କୋଟି ଅଶ୍ୱମେଧ ଯୋଗ କରିବାର ଫଳ ଲାଭ ହୁଏ ବାରୁଣୀ ତଳେ ଟୀକା ଦେଖ]