ମହିଳା
ଦେଖଣା
ମହିଳା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ମହ୍ ଧାତୁ+କର୍ମ. ଇତ+ ଆ)
[ସମ୍ପାଦନା]- ୧. ନାରୀ —୧. Woman.
- ୨. ମହିଷୀ —୨. A queen.
- ୩. ମଦମତ୍ତାସ୍ତ୍ରୀ —୩. A woman excited with lust; an amorous or intoxicated woman (Apte).
- ୪. ଗନ୍ଧଦ୍ରବ୍ୟ ବିଶେଷ; ରେଣୁକା (ହିନ୍ଦୀ - ଶ.) —୪. A kind of scented herb.
- ୫. ପ୍ରିୟଙ୍ଗୁଲତା —୫. Ichnocarpus Frutescens (creeper).
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଭଦ୍ରବଂଶୀୟା ସ୍ତ୍ରୀ —A lady.