ମାତୃକା

ଉଇକିଅଭିଧାନ‌ରୁ

ମାତୃକା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ମାତୃ+ସ୍ୱାର୍ଥେ. କ+ସ୍ତ୍ରୀ. ଆ)[ସମ୍ପାଦନା]

୧. ମାତା — ୧. Mother.
୨. ମାତୃମହୀ —୨. Materna. grand-mother;
୩. ଧାତ୍ରୀ; ଧାଇମା —୩. Foster— mother; one's nurse.
୪. ଉପମାତା; ସାବତ ମା (ହିନ୍ଦୀ - ଶ) —୪. Step-mother.
୫. ବର୍ଣ୍ଣମାଳା —୫. The alphabets.
୬. ବର୍ଣ୍ଣମାଳାର ସ୍ୱରବର୍ଣ୍ଣମାନଙ୍କର ୧୨: ଗୋଟି ମାତ୍ରା (ଆକାର, ଇକାର, ଈକାର. ଉକାର, ଊକାର, ଋକାର, ଋକାର, କାର ଐକାର, ଔକାର., ଔରକ) ବାରଖଡ଼ି — ୬. The ୧୨ sings or marks of vowels when added to consonants.

[[]] ୭ ମାତୃ ]] ୮ (ଦେଖ) - —୭, Matṛu ୮ (See)

[[]] ୮ ମାତୃ ]] ୯ (ଦେଖ) - —୮. Matṛu ୯ (See)

[[]] ୯ ମାତୃ ]] ୧ (ଦେଖ) - —୯. Matṛu ୧୦ (See).

୧. ଦେବୀ —୧୦. Divine Mother (Apte).
୧୧. ମୂଳକାରଣ; ଆଦିକାରଣ —୧୧. Source; origin (Apte)