ମାତୃ ଦ୍ରୋହୀ

ଉଇକିଅଭିଧାନ‌ରୁ

ମାତୃ ଦ୍ରୋହୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ମାତୃଦ୍ରୋହିଣୀ—ସ୍ତ୍ରୀ) 

(ମାତୃଦ୍ରୋହିତା—ବି)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (୬ଷ୍ଠୀ ତତ୍)[ସମ୍ପାଦନା]

ଯେ ଆପଣା ମାତାଙ୍କ ପ୍ରତି ଶତ୍ରୁତାଚରଣ କରେ —Offending one's own mother; acting against the wishes or welfare of one's own mother.