ମାରଣା

ଉଇକିଅଭିଧାନ‌ରୁ

ମାରଣା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

[ମାର(ରୁ)ଣୀ—ଅନ୍ୟରୂପ)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - ପୁଲିଙ୍ଗ - ଓ ସ୍ତ୍ରୀ (ସଂସ୍କୃତ - ମାରଣ)[ସମ୍ପାଦନା]

୧. (ପଶୁ) ଯେ ମାରେ; ଯେ ବିନ୍ଧେ; ବିନ୍ଧଣା —୧. An animal given to goring; vicious (beast)

[ଉ—କମଳୀକୁ ଗୋଟାଏ ମାରଣା ବଳଦ ବିନ୍ଧିବାକୁ ଗୋଡ଼ାଇଲା ଫକୀରମୋହନ. ଗଳ୍ପସ୍ୱଳ୍ପ]

୨. ଘାତକ —୨. Slaughtering; killing; murdering.
୩. ବିଶ୍ୱାସଘାତକ — ୩. Faithless; perfidious; betraying

ଅନୁବାଦ[ସମ୍ପାଦନା]

ବିଶେଷ୍ୟ -[ସମ୍ପାଦନା]

୧. ଖଣ୍ଟ; ଡକାଏତ; ଯେଉଁମାନେ ମନୁଷ୍ୟକୁ ମାରି ଦ୍ରବ୍ୟ ଅପହରଣ କରନ୍ତି; ଡାକୁ —୧. Dacoit.
୨. ବୈଦ୍ୟଶାସ୍ତ୍ରୋକ୍ତ ବିଧିରେ ଧାତୁ ଦ୍ରବ୍ୟାଦିକୁ ମାରଣ କରିବା ବ୍ୟକ୍ତି — ୨. A person who oxidizes metals etc by Hindu medical process.

ଗ୍ରାମ୍ୟ - ବିଶେଷ୍ୟ -[ସମ୍ପାଦନା]

ମହାରଣା; କାରିଗର; ବଢ଼େଇ; ପଥୁରିଆ, କମାର ଆଦି —Artisans (e.g. carpenters, ironsmiths, stone- masons.)