ମାୟାବତୀ

ଉଇକିଅଭିଧାନ‌ରୁ

ମାୟାବତୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ମାୟାବାନ୍—ପୁଂ)

  • (file)
  • (file)

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ମାୟାବତ୍+ସ୍ତ୍ରୀ. ଈ)[ସମ୍ପାଦନା]

ମାୟାବିନୀ — Illusive (female).

ବିଶେଷ୍ୟ -[ସମ୍ପାଦନା]

୧. କୁହୁକିନୀ — ୧. A female magician.
୨. ଶମ୍ୱରାସୁର ଗୃହରେ ପାଳିତା ହେବା ସମୟରେ କାମପତ୍ନୀ ରତିଙ୍କର ନାମ —୨. Name of the wife of Cupid in her second birth in the house of demon Ṡambara.

[ଦ୍ରଷ୍ଟବ୍ୟ — ହରକୋପାନଳରେ କାମ ଭସ୍ମୀଭୂତ ହେବାରୁ ତତ୍ପତ୍ନୀ ରତି ସେହି ଅଗ୍ନିରେ ଝାସ ଦେବାକୁ ଉଦ୍ୟମ ହେଲେ; କିନ୍ତୁ ମହାଦେବଙ୍କ ବଚନାନୁସାରେ ଶମ୍ୱରାସୁରର ଘରେ 'ମାୟାବତୀ' ନାମ ଗ୍ରହଣ କରି ଜନ୍ମି କାମଙ୍କ ପୁନର୍ଜନ୍ମକୁ ଅପେକ୍ଷା କରି ରହିଥିଲେ କାମଦେବ ଶ୍ରୀକୃଷ୍ଣଙ୍କ ଔରସରେ ରୁକ୍ମଣୀଙ୍କ ଗର୍ଭରୁ ପ୍ରଦ୍ୟୁମ ନାମରେ ପୁନର୍ଜନ୍ମ ଗ୍ରହଣ କରି ଶମ୍ୱରାସୁରକୁ ବଧ କଲେ ଓ ମାୟାବତୀଙ୍କୁ ପତ୍ନୀରୂପେ ଗ୍ରହଣ କଲେ]

୩. ମାୟାଦେବୀ (ଦେଖ) - —୩. Māyādebī (See).